Back to News Home

ଆଜି ପିଏମଜି ଛକ ନିକଟରେ ନିଜକୁ ଆତ୍ମାହୁତି ଦେବାକୁ ଉଦ୍ୟମ କରି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲର ସାଧାରଣ ୱାର୍ଡରେ ଚିକିତ୍ସିତ ଥିବା ଜଣେ ମହିଳା ହୋମଗାର୍ଡଙ୍କୁ ରାଜ୍ୟ ବିଜେପି ପ୍ରତିନିଧି ଦଳ ସାକ୍ଷାତ କରିବା ସହ ତାଙ୍କୁ ତୁରନ୍ତ Burn Unit କୁ ନେବା ସହ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ହସ୍ପିଟାଲ କତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି l

untitled-1