Back to News Home

ଏନ.ଡ଼ି.ଏ. ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀ ରାମନାଥ କୋବିନ୍ଦଜୀ ଆଜି ରାଜ୍ୟ ଅତିଥି ଭବନ ଠାରେ ରାଜ୍ୟ ବିଜେପି ପ୍ରତିନିଧି ଦଳ ସହ ସ୍ୱତନ୍ତ୍ର ସାକ୍ଷାତ କରିଛନ୍ତି l ଉକ୍ତ ସାକ୍ଷାତ କାଳରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା, ବିଧାୟକ ଦଳର ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ l

aaa1-10