Back to News Home

ଓଡ଼ିଶାର ଯୁବକ ଯୁବତୀ ମାନଙ୍କ ପାଇଁ ରାଜ୍ୟ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି ନକରି ଯେଉଁଭଳି ଭାବେ ପ୍ରତାରିତ କରିଚାଲିଛନ୍ତି, ଏହାକୁ ବିରୋଧ କରି ଆଜି ରାଜ୍ୟର ସମସ୍ତ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ତାଲା ପକାଇ ପ୍ରତିବାଦ କରାଯାଇଛି l

untitled-1