Back to News Home

କେନ୍ଦ୍ରାପଡା ଠାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କୁ ବିଜେଡି ଗୁଣ୍ଡାଙ୍କ ଦ୍ୱାରା ଆକ୍ରମଣ ପ୍ରତିବାଦରେ ଭାରତୀୟ ଜନତା ପାର୍ଟି, କେନ୍ଦ୍ରାପଡା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଏଥିରେ ସମ୍ପୃକ୍ତି ଥିବା ବିଜେଡି ସାଂସଦ ପ୍ରତାପ ଦେବଙ୍କର କୁଶପୁତ୍ତଳିକା ଦାହ କରାଯାଇଛି I

aaa