Back to News Home

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଗତକାଲି ବଣାଇ ସାଙ୍ଗଠନିକ ଜିଲ୍ଲାର ଜକେଇକଳା ଠାରେ ଜନ ପରାମର୍ଶ ପଦଯାତ୍ରା, ‘ମୋର ଆଶା, ନୂଆ ଓଡିଶା’ରେ ସାମିଲ ହୋଇ ମୋଦି ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ସହ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି l

untitled-1