Back to News Home

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ‘ଇଣ୍ଡିଆ ସ୍କିଲ୍’ରେ ବିଜୟୀ ହୋଇଥିବା ଓଡ଼ିଶା ଟିମକୁ ଶୁଭେଚ୍ଛା ଜଣାଇବା ସହ ୨୦୧୯ ଅଗଷ୍ଟରେ ଋଷିଆର କାଜାନ୍‌ରେ ହେବାକୁ ଥିବା ‘ୱାର୍ଲ୍ଡ ସ୍କିଲ୍’ ପ୍ରତିଯୋଗିତା ପାଇଁ ମଧ୍ୟ ସେମାନଙ୍କୁ ଶୁଭକାମନା ଜଣାଇଛନ୍ତି l

download-20