Back to News Home

ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ବିଜେପିର ଉଚ୍ଚ ସ୍ତରୀୟ ମହିଳା ପ୍ରତିନିଧି ଦଳ ଆଜି ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ ଯାଇ ନାବାଳିକା ଗଣଦୁଷ୍କର୍ମ ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପରେ ଦକ୍ଷିଣାଞ୍ଚଳ ଡ଼ିଆଇଜିଙ୍କୁ ଭେଟିଛନ୍ତି ଏବଂ ଅପରାଧୀଙ୍କୁ ତୁରନ୍ତ ଗିରଫ ସହ କଠୋର ଦଣ୍ଡବିଧାନ ହେବା ନେଇ ମଧ୍ୟ ଦାବି ଜଣାଇଛନ୍ତି l

download-3