Back to News Home

ବିଜେପି ରାଜ୍ୟ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା ଆଜି ନୂଆପଡା ଜିଲ୍ଲାର ଖଡିଆର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋଡ଼େନ, ସାବୁନଭାଡି, ସିନାପାଲି, କରଙ୍ଗାମାଲ ଓ ପେନଡ୍ରେନ ଠାରେ ଜନ ପରାମର୍ଶ ପଦଯାତ୍ରା, ‘ମୋର ଆଶା, ନୂଆ ଓଡିଶା’ରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି l

untitled-1