Back to News Home

ରତ୍ନଭଣ୍ଡାର ଚାବି ହଜିବା ଓ ଓଡ଼ିଆଙ୍କ ଶ୍ରଦ୍ଧାର କେନ୍ଦ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିକୁ ଅସୁରକ୍ଷିତ କରିଥିବା ରାଜ୍ୟ ସରକାର ବିରୁଦ୍ଧରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି l

untitled-3-copy