Back to News Home

ରତ୍ନଭଣ୍ଡାର ଚାବି ହଜିବା ଓ ଓଡ଼ିଆଙ୍କ ଶ୍ରଦ୍ଧାର କେନ୍ଦ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିକୁ ଅସୁରକ୍ଷିତ କରିଥିବା ରାଜ୍ୟ ସରକାର ବିରୁଦ୍ଧରେ ଆଜି ଭାରତୀୟ ଜନତା ପାର୍ଟି, କଟକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି l

untitled-4-copy