Back to News Home

ରାଜ୍ୟରେ ମଣ୍ଡି ଖୋଲିବା, କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କାରେ ଧାନ କିଣିବା, ସୁଧ ମୁକ୍ତ ଋଣ ଚାଷୀଙ୍କୁ ଯୋଗାଇଦେବା, କୃଷି ଋଣ ଛାଡ କରିବା, ଜମିକୁ ଜଳସେଚନ ଯୋଗାଇଦେବା ଭଳି ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କଲା ବିଜେପି କୃଷକ ମୋର୍ଚ୍ଚା ପ୍ରତିନିଧି ଦଳ l

49561084_2156540297896309_390590437636702208_o