Back to News Home

ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପ୍ରତିନିଧି ଦଳ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଆଜି କଟକ ଜିଲ୍ଲାର ବୋଧପୁର ଗ୍ରାମ ଗସ୍ତ କରି ସ୍ବର୍ଗତଃ ନଟବର ରଥ ପରିବାରକୁ ଭେଟି ସମବେଦନା ଜଣାଇବା ସହ କାରଣ ସମ୍ପର୍କରେ ସବିଶେଷ ପଚାରି ବୁଝିଛନ୍ତି I ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ବର୍ଗତଃ ସାହୁ ଜଣେ ଭାଗଚାଷୀ ଥିଲେ I ଫସଲ ହାନିର ପୀଡା ଏବଂ ଋଣ ଭାରର ବୋଝକୁ ସହି ନପାରି ଗତ କିଛିଦିନ ତଳେ ମାନସିକ ଭାରସାମ୍ୟ ହରାଇ କ୍ଷେତରେ ବିଷ ପିଇ ଆତ୍ମହତ୍ୟା କରିଥିଲେ I

presentation1