Back to News Home

ରାଜ୍ୟ ବିଜେପି ପ୍ରତିନିଧି ଦଳ ଉପସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଆଜି ଧାରଣାରତ ମନରେଗା କର୍ମଚାରୀ ମାନଙ୍କୁ ଭେଟିବା ସହ ସେମାନଙ୍କର ଦାବିକୁ ରାଜ୍ୟ ସରକାର ସହୃଦୟତାର ସହ ବିଚାର କରନ୍ତୁ ବୋଲି ଅନୁରୋଧ କରିଛନ୍ତି I

22490115_1915201028696905_2977181041652915658_n