Back to News Home

ରାଜ୍ୟ ବିଜେପି ବିଧାୟକ ଦଳର ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ବାସଭବନରେ ଆଜି ଏନ.ଡ଼ି.ଏ. ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀ ରାମନାଥ କୋବିନ୍ଦଜୀ ରାଜ୍ୟ ବିଜେପି ବିଧାୟକ ଦଳ ସହ ସ୍ୱତନ୍ତ୍ର ସାକ୍ଷାତ ସହ ଆଲୋଚନା କରିଛନ୍ତି l ଏହି ଆଲୋଚନା କାଳରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ Jual Oram ଏବଂ ଶ୍ରୀ J.P.Nadda, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁଶ୍ରୀ Saroj Pandey, ରାଜ୍ୟ ସଭାପତି ଶ୍ରୀ Basanta Kumar Panda ଓ ବିଧାୟକ ଦଳର ନେତା ଶ୍ରୀ Kanak Vardhan Singh Deoଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ l

aaa1-10