Back to News Home

ରାଜ୍ୟ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା ଆଜି ବମିଖାଲ ଠାରେ ଭୁସୁଡ଼ିଥିବା ନିର୍ମାଣାଧୀନ ଓଭରବ୍ରିଜ ଅଂଚଳକୁ ଯାଇ ବୁଲିଦେଖିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି I ଏଥିସହ କ୍ୟାପିଟାଲ ହସ୍ପିଟାଲ ଯାଇ ଆହତ ମାନଙ୍କୁ ଭେଟିବା ସହ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି ଓ ଆହତ ମାନଙ୍କୁ ଯଥାସମ୍ଭବ ସୁବିଧା ଯୋଗାଇଦେବା ପାଇଁ ହସ୍ପିଟାଲ କତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି I

21430546_1903706709846337_1602264155637435611_n