Back to News Home

ରାଜ୍ୟ ସରକାରଙ୍କ ସେମାନଙ୍କ ପ୍ରତି ଅବହେଳା, ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ଅଲ୍ ଓଡିଶା କୀର୍ତ୍ତନ ଆସୋସିଏସନ ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡାଙ୍କୁ ଭେଟିଛନ୍ତି I

36840238_2039711379579202_4448722310538461184_n