Back to News Home

ସମବାୟ କ୍ଷେତ୍ରରେ ହୋଇଥିବା ମହାଦୁର୍ନୀତି, ଅର୍ଥ ଆତ୍ମସାତ ଏବଂ ଋଣ ଯୋଗାଣ ପରିଚାଳନାରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ଆଜି ରାଜ୍ୟ ବିଜେପି ସମବାୟ ପ୍ରକୋଷ୍ଠ ପକ୍ଷରୁ ରାଜ୍ୟ ସମବାୟ ବ୍ୟାଙ୍କ ସମ୍ମୁଖରେ ଗଣଧାରଣା ଦିଆଯାଇଛି l

41631465_2095165250700481_4893082319927115776_o