Back to News Home

‘ସମ୍ପର୍କ ଫର୍ ସମର୍ଥନ୍’ ଅଭିଯାନ ଅବସରରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା ଆଜି ଦୀକ୍ଷିତ ପରିବାରର ମୁଖିଆ ଶ୍ରୀମତୀ ବାସନ୍ତୀ ଦୀକ୍ଷିତ ଏବଂ ତାଙ୍କ ପରିବାରକୁ ତାଙ୍କ ନୂଆପଡା ଜିଲ୍ଲା ସାରାବଙ୍ଗ ସ୍ଥିତ ବାସଭବନରେ ସାକ୍ଷାତ କରିବା ସହ ମୋଦି ସରକାରଙ୍କ ୪ ବର୍ଷର ସଫଳତା ଓ ଜନ କଲ୍ୟାଣକାରୀ ଯୋଜନା ବିଷୟରେ ଅବଗତ କରାଇଛନ୍ତି l #SamparkForSamarthan

untitled-2-copy