Back to News Home

‘ସମ୍ପର୍କ ଫର୍ ସମର୍ଥନ୍’ ଅଭିଯାନ ଅବସରରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା ଆଜି ଗଣ୍ଡ ସମାଜ ମୁଖିଆ ମାନବେନ୍ଦ୍ର ସିଂ ମାଝୀଙ୍କୁ ତାଙ୍କ ନୂଆପଡା ଜିଲ୍ଲା ଧରମବନ୍ଧା ସ୍ଥିତ ବାସଭବନରେ ସାକ୍ଷାତ କରିବା ସହ ମୋଦି ସରକାରଙ୍କ ୪ ବର୍ଷର ସଫଳତା ଓ ଜନ କଲ୍ୟାଣକାରୀ ଯୋଜନା ବିଷୟରେ ଅବଗତ କରାଇଛନ୍ତି l #SamparkForSamarthan

35188412_2016469985236675_7872328578556231680_n